Gopabandhu Seva Sangathan

 

 

 

 

 

 

 

 

Previous
Next

ଗୋପବନ୍ଧୁ ସେବା ସଂଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପୂର୍ଣ୍ଣ ନିଆରା। 

  1. ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ଘଟୁଥିବା ଅନ୍ୟାୟ, ଦୁର୍ନୀତି, କୁସଂସ୍କାର ବିରୁଦ୍ଧରେ ସ୍ବରଉୋଳନ କରିବା ସହିତ ଅବହେଳିତ, ନିଷ୍ପେସିତ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରୁ ନ ଥିବା ଲୋକଙ୍କ ସହ ଛିଡ଼ା ହେବା। 
  2. ଅନେକ ସଚେତନଧର୍ମି କାର୍ଯ୍ୟ ଯଥା ନିଶା ନିବାରଣ, ଶିକ୍ଷା ଉପରେ ଗୁରୁତ୍ୱ, ନାରୀ ଶିକ୍ଷା, ରକ୍ତ ଦାନ ଶିବିର, ମାଗଣା ଚିିିକିତ୍ସା, ଦରିଦ୍ର ନାରାୟଣ ସେବା ଇତ୍ୟାଦି ଅନେକ କାର୍ଯ୍ୟ ଆମ ସଂଗଠନ ପରିସରଭୁକ୍ତ କରିଛୁ। 
  3. ଆହୁରିମଧ୍ୟ ଯଦି କୌଣସି ପିଲାର ପାଠ ପଢ଼ିବାର କିଛି ଭିତ୍ତିଭମିର ଅଭାବ ରହିଛି। ତାହାମଧ୍ୟ ଆମ୍ଭେ ଯଥାସାଧ୍ୟ ଯୋଗାଇ ଦେବୁ। 
  4. ଯଦି ଆପଣଙ୍କ ନଜରରେ କେହି ନିହାତି ଗରିବ, ବାସହୀନ ଓ ଅସହାୟ ଅଛନ୍ତି ଏବଂ ସେ ନିହାତି ଦୁଃଖରେ କାଳାତିପାତ କରୁଛନ୍ତି କିମ୍ୱା ମେଡିକାଲ୍ ଯାଇପାରୁନାହାନ୍ତି। ଆପଣମାନେ ଆମ ସଂଗଠନକୁ ଯୋଗଗୋଗ କରୁନ୍ତୁ ଏବଂ ଆମର ଅନୁସନ୍ଧାନକାରୀ ଦଳ ପହଞ୍ଚି ସତ୍ୟାସତ୍ୟ ଜାଣିବା ପରେ ସଂଗଠନ ସମସ୍ତ ପ୍ରକାର ସହାୟତା ଯଥାସାଧ୍ୟ କରିବାକୁ ଚେଷ୍ଟା କରିବ।

The goals, objectives and approach of Gopbandhu Seva Sangathan are completely unique.

1-The main objective of the organization is to raise voice against injustice, corruption, bigotry in the society and to stand with the neglected, marginalized and those who cannot be included in the mainstream of the society.

2-We have organized many awareness activities such as drug prevention, emphasis on education, women education, blood donation camp, free medical treatment, poor Narayan service etc. Also, if a child lacks some basic reading skills.

3-We will provide that too as much as possible. If you see someone who is extremely poor, homeless and helpless and is in extreme distress or cannot afford medical treatment. Please keep in touch with our organization and once our investigative team arrives and finds out the truth, the organization will try to provide all possible assistance.